ଛବି ଦେଖନ୍ତୁ କବିତା ଲେଖନ୍ତୁ - ୩

ପଢିବାକୁ କ୍ଲିକ କରନ୍ତୁ



Post a Comment

1 Comments

  1. ବଣ ମଲ୍ଲୀ ର ମହକ ଏକ ସୁନ୍ଦର ପଦକ୍ଷେପ। ନୂତନ ଯୁଗ ସହ ପାଦ ମିଳେଇ ଆଗକୁ ବଢିବାର ଏକ ସମ୍ଭାବନା।
    ୱେବସାଇଟ ଟି ଭଲ ହୋଇଛି।

    ତେବେ ଆଗକୁ ବଢିବାକୁ ଆଉ କେତୋଟି ପ୍ରସ୍ତାବ।
    ୧. ନିୟମିତ ପ୍ରତିଯୋଗିତା ଅନୁଷ୍ଠିତ ହେଉ।
    ୨. କୃତୀ ସାହିତ୍ୟିକମାନଙ୍କୁ ସମ୍ମାନିତ କରାଯାଉ। ଅନ୍ୟୁନ, ଇ- ମାନପତ୍ରର ବ୍ୟବସ୍ଥା ହେଉ।
    ୩. ଜଣେ ଲେଖକଙ୍କ ଲେଖାକୁ କେତେଜଣ ପଢିଲେ, ପସନ୍ଦ କଲେ, ସେଇ ଲେଖା ପାର୍ଶ୍ବରେ ପ୍ରଦର୍ଶିତ କରାଯାଉ। ଲେଖକ ଉତ୍ସାହିତ ହେବେ।
    ୪. ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରବୀଣ ତଥା ପ୍ରସିଦ୍ଧ ସାହିତ୍ୟିକମାନଙ୍କୁ ସମ୍ପୃକ୍ତ କରାନ୍ତୁ।
    ୫. Whatsapp ଗୃପ ମାଧ୍ୟମରେ ଲେଖକ ମାନଙ୍କ ମଧ୍ୟରେ ସେତୁଟିଏ ବାନ୍ଧନ୍ତୁ।

    ReplyDelete

Banamallira Mahak Discussion forum always welcome to all relevant and respectful comments. Off-topic comments may be removed.