ଉତ୍କଳ ଦିବସ ବିଶେଷାଙ୍କ


book

ସତ୍ଵ : ବଣମଲ୍ଲୀର ମହକ

ମୂଲ୍ୟ : ଦେୟ ମୁକ୍ତ

ଇ-ବିଶେଷାଙ୍କ


ଏହି ଡିଜିଟାଲ ପୁସ୍ତକ ଡାଉନଲୋଡ କରିବା ପାଇଁ ପାଠକଙ୍କୁ କୌଣସି ମୂଲ୍ୟ କିମ୍ବା ସେବା ମୂଲ୍ୟ ପ୍ରଦାନ କରିବାକୁ ପଡି ନଥାଏ ।

୨୦୧୮ ମସିହା ଉତ୍କଳ ଦିବସ ଅବସରରେ ବଣମଲ୍ଲୀର ମହକ ଇ-ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ "ଗଳ୍ପ ଓ ପ୍ରବନ୍ଧ ପ୍ରତିଯୋଗିତା" ନିମନ୍ତେ ପିଲାଦିନର ଅଭୂଲା ସ୍ମୃତିକୁ ନେଇ ଗଳ୍ପ ଏବଂ ଉତ୍କଳ ଦିବସ ଓ ଆମ ଭାଷା ଆମ ସାହିତ୍ୟ ଉପରେ ପ୍ରବନ୍ଧ ଆହ୍ଵାନ କରାଯାଇଥିଲା । ଉକ୍ତ ପ୍ରତିଯୋଗିତା ନିମନ୍ତେ ମୋଟ ୨୩ ଗୋଟି ଗଳ୍ପ ଏବଂ ୪ ଗୋଟି ପ୍ରବନ୍ଧ ଆମର ହସ୍ତଗତ ହୋଇଥିଲା । ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲା ଚିକିଟି ଗ୍ରାମର ଶ୍ରୀମତୀ ମିନାକ୍ଷୀ ପାଢୀଙ୍କ ଗଳ୍ପ "ଏଡିକି ଏଡିକି ଲାଭ" ଶ୍ରେଷ୍ଠ ଗଳ୍ପ ଏବଂ ଶ୍ରୀ ନୃସିଂହ ଚରଣ ବେହେରାଙ୍କ ପ୍ରବନ୍ଧ "ଉତ୍କଳ ଦିବସ" ଶ୍ରେଷ୍ଠ ପ୍ରବନ୍ଧ ରୂପେ ବିବେଚିତ ହୋଇଥିଲା । ବଣମଲ୍ଲୀର ମହକ ତରଫରୁ ଉଭୟଙ୍କୁ ଅଶେଷ ଅଭିନନ୍ଦନ ।